Shunyatara Shabda
ଜାଣିଥିଲୁ ସେ ଜଣେ ଭଲ ଅନୁସୃଜକ । ଏଇମାତ୍ର ପ୍ରକାଶିତ ତାଙ୍କର ‘କାହାଣୀ ଏକତ୍ର ଏକବିଂଶ' କିଛି ଅନନ୍ୟ ତେଲୁଗୁ କାହାଣୀର ଅନୁଦିତ ସଂଗ୍ରହ । ପାଞ୍ଚଜଣ ବିଶିଷ୍ଟ ତେଲୁଗୁ କଥାକାରଙ୍କର ଏକୋଇଶିଟି ଗଳ୍ପ ଅନୁବାଦ କରି ସେ ବେଶ୍ ପ୍ରଶଂସିତ । ତେଲୁଗୁ ଭାଷା ବ୍ୟତୀତ ସେ ବଂଗାଳୀ, ଅହମିଆ, ହିନ୍ଦୀ ଓ ଇଂରାଜୀ ଭାଷାରୁ ବେଶ୍ ଉଚ୍ଚକୋଟୀର ଭାବାନୁବାଦ କରିବାରେ ସେ ସିଦ୍ଧହସ୍ତ । ତା'ସହ ସେ ଯେ ଆବେଗ ଏବଂ ଚିତ୍ରକଳ୍ପ ସମୃଦ୍ଧ କବିତା ଲେଖିବାରେ ନିପୁଣ, ଏହା ତାଙ୍କର ଏଇ ଅନବଦ୍ୟ ସୃଷ୍ଟି ‘ଶୂନ୍ୟତାର ଶବ୍ଦ ’ପାଠକରିବା ପରେ ହିଁ ଜ୍ଞାତ ହେଇପାରିବ । ସମୟ, ଋତୁ, ମିଳନ, ବିରହ, ହସ, ଲୁହ, ପ୍ରକୃତି ଭଳି ସ୍ପର୍ଶକାତର ଶବ୍ଦର ସଜ୍ଞାସହ ଲୁଚକାଳି ଖେଳିବା ଠାରୁ ଆରମ୍ଭ କରି ଈଶ୍ଵର, ଦର୍ଶନ ଓ ନୈରାଶ୍ୟ ପର୍ଯ୍ୟନ୍ତ ସବୁତକ ବିଷୟକୁ ତାଙ୍କରି କବିତାର ପରିସରଭୁକ୍ତ କରି ପାରିଛନ୍ତି କବି ଆଶୁତୋଷ ପାତ୍ର । ତାଙ୍କର ପ୍ରଥମ କବିତା ସଂକଳନ ‘ଆରମ୍ଭ' ପରେ ଏହି ଦ୍ଵିତୀୟ ସଂକଳନ ‘ଶୂନ୍ୟତାର ଶବ୍ଦ ତାଙ୍କର ଅଭିଜ୍ଞ ଚିନ୍ତନର ସମୃଦ୍ଧ ପରିପ୍ରକାଶ ଏହା ନିଶ୍ଚିତ ଭାବେ ସ୍ବୀକାର୍ଯ୍ୟ । ଏହା ପାଠକୀୟ ଆଦୃତି ଲାଭ କରିବ ଏବଂ ତାଙ୍କର ଏହି ଯାତ୍ରାକୁ ଆଗେଇ ନେବା Author of the book "Shoonyatar Shabda", Ashutosh Patra is a skilled poet, known for his rich imagery and emotional depth. His creations, such as "Shoonyatar Shabda," resonate with themes of time, seasons, reunions, separations, laughter, tears, and the touch of nature. His poetry has a universal appeal, touching upon topics ranging from god, philosophy, and disappointment, making it accessible to readers of all backgrounds. Patra's first poetry collection, "Aarambh," and his second collection, "Shoonyatar Shabda," have been widely acclaimed for their profound contemplation and rich imagery. "Shoonyatar Shabda" promises to enrich readers with its thought-provoking narrative and take them on a journey of introspection and enlightenment. Readers are sure to find solace and inspiration in Patra's poetic expressions, making this collection a must-read for poetry enthusiasts.