NACHIBA KHELIBA GAIBA DEINBA

NACHIBA KHELIBA GAIBA DEINBA

ନାଚିବା, ଖେଳିବା, ଗାଇବା, ଡେଇଁବା ଶିଶୁସାହିତ୍ୟର ଏକ ମନୋରମ ପୁସ୍ତକ ଯାହା ଓଡ଼ିଶାର ଦୁଇ ସୁନାମଧନ୍ୟା ଶିଶୁ ସାହିତ୍ୟିକା ସୁମିତା ବେହେରା ଏବଂ ଗାୟତ୍ରୀ ବେହୁରାଙ୍କ ଦ୍ୱାରା ରଚିତ। ଏହି ଆକର୍ଷଣୀୟ ପୁସ୍ତକଟି ଗଳ୍ପ, କବିତା ଏବଂ ନାଟକର ଏକ ସୁନ୍ଦର ସଂକଳନ । ପ୍ରତ୍ୟେକ ଗଳ୍ପ ଜୀବନର ମୂଲ୍ୟବାନ ଶିକ୍ଷା ନେଇ ଆସି...

₹299.00

NACHIBA KHELIBA GAIBA DEINBA

ନାଚିବା, ଖେଳିବା, ଗାଇବା, ଡେଇଁବା ଶିଶୁସାହିତ୍ୟର ଏକ ମନୋରମ ପୁସ୍ତକ ଯାହା ଓଡ଼ିଶାର ଦୁଇ ସୁନାମଧନ୍ୟା ଶିଶୁ ସାହିତ୍ୟିକା ସୁମିତା ବେହେରା ଏବଂ ଗାୟତ୍ରୀ ବେହୁରାଙ୍କ ଦ୍ୱାରା ରଚିତ। ଏହି ଆକର୍ଷଣୀୟ ପୁସ୍ତକଟି ଗଳ୍ପ, କବିତା ଏବଂ ନାଟକର ଏକ ସୁନ୍ଦର ସଂକଳନ । ପ୍ରତ୍ୟେକ ଗଳ୍ପ ଜୀବନର ମୂଲ୍ୟବାନ ଶିକ୍ଷା ନେଇ ଆସିଛି, ପ୍ରତ୍ୟେକ କବିତା ମଧୁରତାର ମୂର୍ଚ୍ଛନା ଏବଂ ପ୍ରତ୍ୟେକ ନାଟକ ସୃଜନଶୀଳତା ଓ ଅଭିନୟର ଉତ୍ସାହ ଆଣିଦେଉଛି । ଆକର୍ଷଣୀୟ ସରଳ ଭାଷା ଓ ସଂବେଦନଶୀଳ ବିଷୟବସ୍ତୁକୁ ନେଇ ରଚିତ ଏ ପୁସ୍ତକ ଶିଶୁ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ପାଇଁ ଏକ ସର୍ବୋତ୍କୃଷ୍ଟ ଉପହାର । ଏହା କେବଳ ମନୋରଞ୍ଜନ ନୁହେଁ, ଶିଶୁଙ୍କୁ ମୂଲ୍ୟବୋଧ ପ୍ରଦାନ କରିବା ତଥା କଳ୍ପନାଶକ୍ତିକୁ ପ୍ରଶସ୍ତ କରିବା ସଙ୍ଗେ ସଙ୍ଗେ ନୂତନ ସୃଜନଶୀଳତାର ପ୍ରେରଣା ଦେବ ।

Related Products

NACHIBA KHELIBA GAIBA DEINBA

NACHIBA KHELIBA GAIBA DEINBA

NACHIBA KHELIBA GAIBA DEINBA

₹299.00

View Now
NADI BANKAR ANA

NADI BANKAR ANA

NADI BANKAR ANA

₹199.00

View Now
MUTTHI BHAR AASMAN

MUTTHI BHAR AASMAN

MUTTHI BHAR AASMAN

₹299.00

View Now
Poetic Aroma

Poetic Aroma

Poetic Aroma

₹299.00

View Now
MEGHA MOUSUMI

MEGHA MOUSUMI

MEGHA MOUSUMI

₹149.00

View Now
RIMJHIM THE SIRIMIRI OF LOVE

RIMJHIM THE SIRIMIRI OF LOVE

RIMJHIM THE SIRIMIRI OF LOVE

₹299.00

View Now
KUCHH RANG ZINDEGI KE

KUCHH RANG ZINDEGI KE

KUCHH RANG ZINDEGI KE

₹199.00

View Now
HUMAN LIFE IN THE PRE VEDIC PERIOD AND THE FORMATION OF GOTRAS

HUMAN LIFE IN THE PRE VEDIC PERIOD AND THE FORMATION OF GOTRAS

HUMAN LIFE IN THE PRE VEDIC PERIOD AND THE FORMATION OF GOTRAS

₹499.00

View Now