BIBIDHA BICHARA

BIBIDHA BICHARA

ଯୁବ କବି ଦୀପ୍ତିରଞ୍ଜନ ସମସାମୟିକ ଓଡ଼ିଆ କବିତାର ଏକ ପରିଚ୍ଛନ୍ନ ସ୍ବର। କବିତାରେ ତାଙ୍କର ଗହନ ପ୍ରବେଶ ଜୀବନକୁ ସତ୍ ଆଚରଣ ସହ ଜୀଇଁବାର କଥା କହେ। ସ୍ବପ୍ନକୁ ବାସ୍ତବ ବାସ୍ତବ ସହ ଭେଟ କରାଏ ଏବଂ ବାସ୍ତବ-ବାସ୍ତବର ବିଚାର କରିବାକୁ ସମକାଳୀନ ସମାଜକୁ ବିବିଧ ଦୃଷ୍ଟିଭଙ୍ଗୀ ଦିଏ । ଏସବୁର ସଠିକ୍ ଉତ୍ତରଣ ହୋଇଛି ଏ...

₹199.00

BIBIDHA BICHARA

ଯୁବ କବି ଦୀପ୍ତିରଞ୍ଜନ ସମସାମୟିକ ଓଡ଼ିଆ କବିତାର ଏକ ପରିଚ୍ଛନ୍ନ ସ୍ବର। କବିତାରେ ତାଙ୍କର ଗହନ ପ୍ରବେଶ ଜୀବନକୁ ସତ୍ ଆଚରଣ ସହ ଜୀଇଁବାର କଥା କହେ। ସ୍ବପ୍ନକୁ ବାସ୍ତବ ବାସ୍ତବ ସହ ଭେଟ କରାଏ ଏବଂ ବାସ୍ତବ-ବାସ୍ତବର ବିଚାର କରିବାକୁ ସମକାଳୀନ ସମାଜକୁ ବିବିଧ ଦୃଷ୍ଟିଭଙ୍ଗୀ ଦିଏ । ଏସବୁର ସଠିକ୍ ଉତ୍ତରଣ ହୋଇଛି ଏହି "ବିବିଧ ବିଚାର" ପୁସ୍ତକ ରେ। ତାଙ୍କ କବିତାର ଧାର ଧାରା କେବଳ ଗୋଟିଏ ଦିଗକୁ ବୋହି ଯାଇନି ବରଂ ସେ ପାଠକଙ୍କ ହୃଦୟକୁ ସବୁ ଦିଗରୁ ଛୁଇଁବାକୁ ଚେଷ୍ଟା କରିଛନ୍ତି। ସେ ସମକାଳୀ ନୀନ କବିତାକୁ ଏକ ନୂଆ ସ୍ବର ଦେବାକୁ ଯାଇ ନିଜକୁ ବାରମ୍ବାର ଭିନ୍ନ ଭିନ୍ନ ରୂପରେ ଦେଖୁଛନ୍ତି ଓ ବୁଝିଛନ୍ତି। ତା ତାଙ୍କ କବିତାର ସ୍ବର ପରିଚ୍ଛନ୍ନ। ସେ ଆମୋଦ-ପ୍ରମୋଦ ଠୁଁ ବେଶୀ ସରଳତାର ର ଫୁଲ ଫୁଟେଇଛନ୍ତି ତାଙ୍କ କବିତାର ପ୍ରତିଟି ଧାଡ଼ିରେ ଏବଂ ଏହି ବହିଟିକୁ ପଢ଼ି ସରିବା ପରେ ଏହାର ବାସ୍ନା କାବ୍ୟ ପ୍ରେମୀ ପାଠକଙ୍କ ହୃଦୟକୁ ନିଶ୍ଚୟ ଭାବପ୍ରବଣ କରାଇବ।

Related Products

BIBIDHA BICHARA

BIBIDHA BICHARA

BIBIDHA BICHARA

₹199.00

View Now

Banamallira Atmalipi

₹150.00 Discount

₹299.00

View Now

AN ENCYCLOPEDIA OF INDIAN TRIBES

₹500.00 Discount

₹2,999.00

View Now
CHAHAT CHAMPA

CHAHAT CHAMPA

CHAHAT CHAMPA

₹299.00

View Now

A review on play of Vijay Tendulkar

₹200.00 Discount

₹499.00

View Now
EMITI E NIRABATA

EMITI E NIRABATA

EMITI E NIRABATA

₹149.00

View Now
An Analytical  biography of Girish Karnad

An Analytical biography of Girish Karnad

An Analytical biography of Girish Karnad

₹299.00

View Now

ENVIRONMENTAL ETHICS A SANTALI PERSPECTIVE

₹100.00 Discount

₹299.00

View Now