MEGHA MOUSUMI

MEGHA MOUSUMI

ଆକାଶରେ ଯେବେ କଳା ମେଘ ଘୋଟେ, ସେବେ ମେଘର ପ୍ରେମରେ ବିଭୋର ହୋଇ ମୟୁର ନାଚେ, କବିର କଲମ ଅନେକ କବିତା ଲେଖେ | ଠିକ ସେହିପରି ମେଘୁଆ ସନ୍ଧ୍ୟାର କଥା ସବୁକୁ ନେଇ ଆଧାରିତ, କବି ଶୈଳେନ୍ଦ୍ର ନାରାୟଣ ବେହେରାଙ୍କର କବିତା ସଂକଳନ "ମେଘ ମୌସୁମୀ" | କବି ପେଶାରେ ଜଣେ ବ୍ୟାଙ୍କିଂ ବିଭାଗର ବ୍ୟକ୍ତି ମାତ୍ର ସଂଖ୍ୟା ସହ...

₹149.00

MEGHA MOUSUMI

ଆକାଶରେ ଯେବେ କଳା ମେଘ ଘୋଟେ, ସେବେ ମେଘର ପ୍ରେମରେ ବିଭୋର ହୋଇ ମୟୁର ନାଚେ, କବିର କଲମ ଅନେକ କବିତା ଲେଖେ | ଠିକ ସେହିପରି ମେଘୁଆ ସନ୍ଧ୍ୟାର କଥା ସବୁକୁ ନେଇ ଆଧାରିତ, କବି ଶୈଳେନ୍ଦ୍ର ନାରାୟଣ ବେହେରାଙ୍କର କବିତା ସଂକଳନ "ମେଘ ମୌସୁମୀ" | କବି ପେଶାରେ ଜଣେ ବ୍ୟାଙ୍କିଂ ବିଭାଗର ବ୍ୟକ୍ତି ମାତ୍ର ସଂଖ୍ୟା ସହ ଖେଳି ଶବ୍ଦକୁ ଆୟତ୍ତ କରିବାର କଳା ତାଙ୍କୁ ବେଶ ଜଣା | କବିଙ୍କର ଏହି ସଂକଳନ ନିଶ୍ଚିତ ଭାବରେ ପ୍ରେମର ମୌସୁମୀରେ ପାଠକ ମାନଙ୍କୁ ନିଶ୍ଚୟ ଓଦା କରିବ ଏବଂ ଜୀବନରେ ସବୁବେଳେ ପ୍ରେମର ମେଘ ଘୋଟି ରଖିବ |

Related Products

MEGHA MOUSUMI

MEGHA MOUSUMI

MEGHA MOUSUMI

₹149.00

View Now
MUTTHI BHAR AASMAN

MUTTHI BHAR AASMAN

MUTTHI BHAR AASMAN

₹299.00

View Now
KUCHH RANG ZINDEGI KE

KUCHH RANG ZINDEGI KE

KUCHH RANG ZINDEGI KE

₹199.00

View Now
NACHIBA KHELIBA GAIBA DEINBA

NACHIBA KHELIBA GAIBA DEINBA

NACHIBA KHELIBA GAIBA DEINBA

₹299.00

View Now
HUMAN LIFE IN THE PRE VEDIC PERIOD AND THE FORMATION OF GOTRAS

HUMAN LIFE IN THE PRE VEDIC PERIOD AND THE FORMATION OF GOTRAS

HUMAN LIFE IN THE PRE VEDIC PERIOD AND THE FORMATION OF GOTRAS

₹499.00

View Now
Hinduism  Volume 1 by Dr Sivadas Swami Madam is a comprehensive exploration of the ancient roots rituals and philosophies of Hin...

Hinduism – Volume 2 by Dr. Sivadas Swami Madam

Hinduism Volume 1 by Dr Sivadas Swami Madam is a comprehensive exploration of the ancient roots rituals and philosophies of Hin...

₹2,499.00

View Now
NADI BANKAR ANA

NADI BANKAR ANA

NADI BANKAR ANA

₹199.00

View Now
Poetic Aroma

Poetic Aroma

Poetic Aroma

₹299.00

View Now